େଲଖକ ବିଷୟେର ପେଦ… ୧୮୮୩ ମସିହାେର େଲବାନନେର ଜନିତ ଖଲିଲ୍ ଜିାନ୍ ତା ଜୀବନର ଅଧିକାଂଶ ସମୟ ଆେମରିକାେର ଅତିବାହିତ କରିଥିେଲ। ତୀକାକ ରୂପୀ ଚିକାର ରୂେପ ସଫଳତା ାି ସହିତ େସ ଆଧ୍ୟାିକ ତଥା ଅଦର୍ଶର୍ନ ରୂପୀ େଲଖକ ଭାବେର ଆଜର୍ାତୀୟ ରେର ସୁଖ୍ୟାତି ଅଜର୍ନ କରିଥିେଲ। ତୀକ ରୂପୀ େଲଖା ୋେଫଟ୍ (ମହା ପୁରୁଷ)େର ଜିାନର ଜୀବନ ଦଶର୍ନର ସାରାଂଶ ତିଫଳିତ େହାଇଅଛି। ଏତଦ୍ ବ୍ୟତୀତ ତାର େତ୍ୟକ େଲଖାେର ସାମବାଦୀ ଅତ୍ୟାଚାର, ପୁରୁଷମାନର ଅତିରି େଦଶୀତି ଏବଂ ଧମର୍ ସମୀୟ ତାରଣାକୁ ଦୃଢ଼ ଭାବେର ବିେରାଧ କରିଥିେଲ। ପରରାଗତ କବିତା େଶୖଳୀକୁ େସ ସେବର୍ାତ ରୂେପ ତ୍ୟାଖାନ କରିଥିେଲ। ତାର େଲଖାର ଭଂଗୀେର ତଫଳିତ ବଳି ନିଭର୍ୀକତା ପାଠକମାନୁ ଆକଷିର୍ତ କରିବା ସହିତ େସମାନ ମନେର ଜୀବନ ଦଶର୍ନ ବିଷୟେର ଗଭୀର େରଖାପାତ କରିବାେର ସଫଳ େହାଇପାରିଛି। ତାର େଲଖା ଗୁଡ଼ିକ ଶିଶାଳୀ ତଥା ଭାବଶାଳୀ େହବା ସହିତ େକାମଳ ତଥା ସୂାନୁଭବୀ। ମନେର ଭୟ ସୃି କରିବା ସହିତ େଦଇଥାଏ ଅପାର ଆନ। ସରଳତା ତଥା ନିରାଡ଼ମରତା ମାଧ୍ୟମେର କାତା ଓ ଚମାରୀତାକୁ ପାଠକମାନ ମନେର ସୃି କରି ଜୀବନର ସତ୍ୟ ବିଷୟେର ଗଭୀର ଚିା କରିବାକୁ ବାଧ୍ୟ କରିଥାଏ। ଜିାନ ଉଭୟ ଗଦ୍ୟ ସାହିତ୍ୟ ତଥା କବିତା ଅତୂଳନୀୟ। କବିତାେର ଗଦ୍ୟର େଶୖଳୀ ଏବଂ ଗଦ୍ୟେର ସଂଗୀତର ମାଧୁଯର୍୍ୟ ତାର ବିେଶଷ। ତା ମତେର ସରଳତା ମାଧ୍ୟମେର େଯ େକୗଣସି ରୂପେରଖ ବା ଆକୃତିେର େସୗଯର୍୍ୟର ଅନୁସାନ କରାଯାଇ ପାରିବ। ତାର ଏହି ମତ ସେ ମାନବିକ ଅଧିକାର ୁ କରୁଥିବା ଅତ୍ୟାଚାରୀ ଚର୍ ତଥା ସରକାରୀ କର୍ୃପମାନୁ ଭର୍ନା କରିବାକୁ େସ ପେଛଇ ନ ଥିେଲ। ଚର୍ ତି ତାର ତିକୁଳ ମବ୍ୟ ପାଇଁ ତାୁ ନିବର୍ାସନ ଦ ଦିଆ ଯାଇଥିଲା।
Dil Ka Raj (दिल का राज)
Binding | Paperback |
Pages | 124 |
ISBN-10 | 9390889766 |
ISBN-13 | 978-9390889761 |
Book Weight | 150 gm |
Book Dimensions | 5.5" x 8.5" |
Edition | 1st |
Publishing Year | 2021 |
Amazon | Buy Link |
E-Book | Buy Link |
Categories: Poetries, Verses
Tags: author, authors, authorsofinstagram, bookgiveaway, booklovers, bookpublishers, bookpublishing, bookpublishingcompany, bookpublishingconsultant, bookpublishingdesign, books, Books For Everyone, bookwriting, ebookpublishing, ebookpublishingservices, everyone, hardboundbooks, hindimagazin, loveforbooks, neelusinha, New Books, onlinepublishing, picture book, Prakhar Goonj Publications, prakhargoonj, prakhargoonjpublications, readers, readersofinstagram, selfbookpublishing, storytelling, Travel, writer
Author: Abul Barkat Begi
Reviews
There are no reviews yet.